ଓଡ଼ିଶାରେ ଓମିକ୍ରନ୍‌ ଭାରିଆଣ୍ଟର ବିଏଫ୍‌.୭ : ଜଣେ ବ୍ୟକ୍ତି ଆକ୍ରାନ୍ତ ସୂଚନା

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍‌ ଓମିକ୍ରନ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଓମିକ୍ରନ୍‌ ଭାରିଆଣ୍ଟର ବିଏଫ୍‌.୭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗୁଜରାଟରେ ୨ ଜଣ ଏବଂ ଓଡ଼ିଶାରେ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ବିଏଫ୍‌.୭ ଭାରିଏଣ୍ଟ କିଛି ଦିନ ହେଲା ଚୀନ୍‌ରେ ଆତଙ୍କ ସୃଷ୍ଟି କରୁଛି। ବିଦେଶରେ କୋଭିଡ ଉଗ୍ର … Continue reading ଓଡ଼ିଶାରେ ଓମିକ୍ରନ୍‌ ଭାରିଆଣ୍ଟର ବିଏଫ୍‌.୭ : ଜଣେ ବ୍ୟକ୍ତି ଆକ୍ରାନ୍ତ ସୂଚନା